ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭର୍ତ୍ତିକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭର୍ତ୍ତିକରିବା   କ୍ରିୟାପଦ

ଅର୍ଥ : ତଳୁ ଉପରଆଡ଼କୁ ନେଇଯିବା

ଉଦାହରଣ : ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ

ସମକକ୍ଷ : ଚଢାଇବା

नीचे से ऊपर की ओर ले जाना।

वह रोज सुबह मोटर से टंकी में पानी चढ़ाता है।
चढ़ाना

ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି

ସମକକ୍ଷ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା

अटाने का काम दूसरे से कराना।

किसान अपनी पत्नी से बोरी में धान अँटवा रहा है।
अँटवाना, अँटाना, अंटवाना, अंटाना, अटवाना, अटाना, पुरवाना, भरवाना, समवाना

Make full, also in a metaphorical sense.

Fill a container.
Fill the child with pride.
fill, fill up, make full

ଅର୍ଥ : କୌଣସି ବସ୍ତୁ ଜଳେଇବାପାଇଁ ନିଆଁରେ ପକାଇବା

ଉଦାହରଣ : ରୋଷେଇ କଳାବେଳେ ସୀତା ବାରମ୍ବାର କୁଟା ଚୁଲିରେ ମୋହୁଁଥିଲା

ସମକକ୍ଷ : ପୂରେଇବା, ମୋହିଁବା

कोई वस्तु जलाने के लिए आग में फेंकना।

खाना बनाते समय सीता बार-बार भूसी आदि चूल्हे में झोंक रही थी।
झोंकना

Stir up or tend. Of a fire.

stoke

ଅର୍ଥ : ଛୁଞ୍ଚିକଣାରେ ସୁତା ଆଦି ଭର୍ତ୍ତିକରିବା

ଉଦାହରଣ : ଥଳିଟି ସିଲେଇ କରିବାପାଇଁ ସେ ଛୁଞ୍ଚିରେ ସୁତା ପୁରାଉଛି

ସମକକ୍ଷ : ପୁରାଇବା, ପୁରେଇବା

सुई के छेद या नाके में तागा आदि डालना।

थैली सीने के लिए वह सुई में धागा पिरो रही है।
पिरोना, पिरोहना

Pass a thread through.

Thread a needle.
thread