ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂରିବା   କ୍ରିୟାପଦ

ଅର୍ଥ : ପେଟଭରି ଖାଇବା ବା ଭୋଜନରେ ତୃପ୍ତହେବା

ଉଦାହରଣ : ଅନେକଦିନ ପରେ ଆଜି ପେଟ ଭରିଛି

ସମକକ୍ଷ : ଫୁଲିବା, ଭରିବା

खूब पेट भर कर खाना या भोजन से तृप्त होना।

आज बहुत दिनों बाद पेट अफराया है।
अफरना

Indulge (one's appetite) to satiety.

surfeit

ଅର୍ଥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା

ଉଦାହରଣ : ଆରେ! ସାମ୍ନାର ଗାତଟି କେବେ ପୋତି ହେଲା

ସମକକ୍ଷ : ପୋତିହେବା, ଭର୍ତ୍ତିହେବା, ସମତଳ ହେବା, ସମାନ ହେବା

गड्ढे आदि का भरकर आस-पास की सतह के बराबर हो जाना।

अरे ! सामने का गड्ढा कब पट गया !।
पटना, भरना, समतल होना

Plug with a substance.

Fill a cavity.
fill

ଅର୍ଥ : କୌଣସି ବସ୍ତୁ ଆଦିର ଖାଲି ସ୍ଥାନକୁ କୌଣସି ଅନ୍ୟ ପଦାର୍ଥରୁ ଆଣି ପୂର୍ଣ୍ଣ କରିବା

ଉଦାହରଣ : ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଗଲା

ସମକକ୍ଷ : ଭର୍ତ୍ତିହେବା

किसी वस्तु आदि के खाली स्थान का किसी और पदार्थ के आने से पूर्ण होना।

वर्षा के पानी से तलाब भर गया।
भरना

Become full.

The pool slowly filled with water.
The theater filled up slowly.
fill, fill up