ଅର୍ଥ : ଉତ୍ତାପ ପାଇ ଫେଣ ସହିତ ଉପରକୁ ଉଠିବା କ୍ରିୟା
ଉଦାହରଣ :
ଦୁଧ ଗରମ ହେଲେ ଉତୁରିବା ସାଧାରଣ କଥା
ସମକକ୍ଷ : ଉତୁରିବା
ଅର୍ଥ : ଆଘାତ, ରୋଗ କାରଣରୁ ଶରୀରର କୌଣସି ଅଙ୍ଗ (ଯନ୍ତ୍ରଣାସହ) ଫୁଲିବା
ଉଦାହରଣ :
ମାଡ଼ ଲାଗିବାରୁ ତା ଆଣ୍ଠୁ ଫୁଲିଗଲା
ସମକକ୍ଷ : ସ୍ଫୀତ ହେବା
ଅର୍ଥ : କୌଣସି ବସ୍ତୁ ଭିତରେ ପବନ ବା ତରଳ ପଦାର୍ଥ ପଶି ତାହା ଅଧିକ ବଢିବା
ଉଦାହରଣ :
ପାଣିରେ ବତୁରାଯାଇଥିବା ଚଣା ଫୁଲି ଯାଇଛି