ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ଣ୍ଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ଣ୍ଣ କରିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ପ୍ରଚୁର କରିଦେବା

ଉଦାହରଣ : ଶ୍ରୀକୃଷ୍ଣ ସୁଦାମାର ଘରକୁ ଧନରେ ପୂର୍ଣ୍ଣ କରିଦେଲେ

किसी वस्तु की बहुतायत कर देना।

श्रीकृष्ण ने सुदामा के घर को धन से पाट दिया।
ढेर लगाना, पाटना

ଅର୍ଥ : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା

ଉଦାହରଣ : ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି

ସମକକ୍ଷ : ଭରିବା

खाली जगह को पूर्ण करने के लिए उसमें कोई वस्तु आदि डालना।

मजदूर सड़क के किनारे का गड्ढा भर रहा है।
भरना

Make full, also in a metaphorical sense.

Fill a container.
Fill the child with pride.
fill, fill up, make full