ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ତାରିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ତାରିତ ହେବା   କ୍ରିୟାପଦ

ଅର୍ଥ : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା

ଉଦାହରଣ : ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି

ସମକକ୍ଷ : ଖେଳେଇ ହେବା, ପ୍ରସାରିତ ହେବା, ବ୍ୟାପ୍ତହେବା

* में या ऊपर फैलना या व्याप्त होना।

तेल की बूँदें जल के ऊपर फैल रहीं हैं।
जहर पूरे शरीर में फैल रहा है।
फैलना

Spread across or over.

A big oil spot spread across the water.
overspread, spread

ଅର୍ଥ : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା

ଉଦାହରଣ : ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି

ସମକକ୍ଷ : ବିସ୍ତୃତହେବା, ବ୍ୟାପିବା, ବ୍ୟାପ୍ତହେବା

* दूरी, जगह, समय आदि का अंतराल या फासले में फैला होना।

भारत काश्मीर से कन्याकुमारी तक फैला हुआ है।
फैला हुआ होना, फैला होना, विस्तृत होना

ଅର୍ଥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା

ଉଦାହରଣ : ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ

ସମକକ୍ଷ : ଗମନ କରିବା, ଚାଲିବା, ଦୌଡିବା, ବିସ୍ତୃତ ହେବା, ଯିବା

एक विशेष बिंदु के बाद या दो बिंदुओं तक फैलना, जाना या विस्तृत होना।

उसकी बुद्धि बहुत दूर तक नहीं दौड़ती।
चलना, जाना, दौड़ना

ଅର୍ଥ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା

ଉଦାହରଣ : ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା

ସମକକ୍ଷ : ପହଞ୍ଚିବା, ମାଡ଼ିବା

किसी स्थान तक फैलना।

बाढ़ का पानी गाँव तक पहुँच गया है।
पहुँचना, पहुंचना, फैलना, विस्तृत होना

Reach a destination, either real or abstract.

We hit Detroit by noon.
The water reached the doorstep.
We barely made it to the finish line.
I have to hit the MAC machine before the weekend starts.
arrive at, attain, gain, hit, make, reach