ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଡ଼ିବା   ବିଶେଷ୍ୟ

ଅର୍ଥ : ଅଚାନକ ବହୁତ ଅଧିକ ସଂଖ୍ୟାରେ ଆସିବାର ପ୍ରକ୍ରିୟା

ଉଦାହରଣ : ଲୋକପ୍ରିୟ ନେତାଙ୍କୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ମାଡ଼ିଆସିଲା

अचानक बहुत अधिक मात्रा में आने की क्रिया।

भीड़ की उमड़ को रोकने के लिए पुलिस को अश्रु गैस छोड़नी पड़ी।
उमड़

ମାଡ଼ିବା   କ୍ରିୟାପଦ

ଅର୍ଥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା

ଉଦାହରଣ : ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ

ସମକକ୍ଷ : ଥୋପିବା, ଲଦିବା

किसी के न चाहते हुए भी भार या दायित्व आदि उस पर रखना।

उसने जाने से पहले अपना सारा काम मुझ पर थोप दिया।
ठेल देना, ठेलना, डालना, थोपना, मत्थे मढ़ना, लादना

To force onto another.

He foisted his work on me.
foist

ଅର୍ଥ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା

ଉଦାହରଣ : ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା

ସମକକ୍ଷ : ପହଞ୍ଚିବା, ବିସ୍ତାରିତ ହେବା

किसी स्थान तक फैलना।

बाढ़ का पानी गाँव तक पहुँच गया है।
पहुँचना, पहुंचना, फैलना, विस्तृत होना

Reach a destination, either real or abstract.

We hit Detroit by noon.
The water reached the doorstep.
We barely made it to the finish line.
I have to hit the MAC machine before the weekend starts.
arrive at, attain, gain, hit, make, reach