ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଳେଇ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଳେଇ ହେବା   କ୍ରିୟାପଦ

ଅର୍ଥ : ଖେଳେଇ ହୋଇଯିବା

ଉଦାହରଣ : ହାତରୁ ବହିଗୁଡ଼ିକ ଖସି ପଡ଼ିଲାରୁ ଭୂମିରେ ଖେଳେଇ ହୋଇଗଲା

ସମକକ୍ଷ : ଛିନ୍‌ଛତ୍ର ହୋଇଯିବା

इधर-उधर फैल जाना।

पुस्तकें हाथ से छूटते ही जमीन पर छितरा गईं।
छिटकना, छितराना, तितर-बितर होना, तीन तेरह होना, पसरना, फैलना, बिखरना

Strew or distribute over an area.

He spread fertilizer over the lawn.
Scatter cards across the table.
scatter, spread, spread out

ଅର୍ଥ : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା

ଉଦାହରଣ : ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି

ସମକକ୍ଷ : ପ୍ରସାରିତ ହେବା, ବିସ୍ତାରିତ ହେବା, ବ୍ୟାପ୍ତହେବା

* में या ऊपर फैलना या व्याप्त होना।

तेल की बूँदें जल के ऊपर फैल रहीं हैं।
जहर पूरे शरीर में फैल रहा है।
फैलना

Spread across or over.

A big oil spot spread across the water.
overspread, spread