ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ତୃତହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ତୃତହେବା   କ୍ରିୟାପଦ

ଅର୍ଥ : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା

ଉଦାହରଣ : ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି

ସମକକ୍ଷ : ବିସ୍ତାରିତ ହେବା, ବ୍ୟାପିବା, ବ୍ୟାପ୍ତହେବା

* दूरी, जगह, समय आदि का अंतराल या फासले में फैला होना।

भारत काश्मीर से कन्याकुमारी तक फैला हुआ है।
फैला हुआ होना, फैला होना, विस्तृत होना