ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାପିବା   କ୍ରିୟାପଦ

ଅର୍ଥ : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା

ଉଦାହରଣ : ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି

ସମକକ୍ଷ : ବିସ୍ତାରିତ ହେବା, ବିସ୍ତୃତହେବା, ବ୍ୟାପ୍ତହେବା

* दूरी, जगह, समय आदि का अंतराल या फासले में फैला होना।

भारत काश्मीर से कन्याकुमारी तक फैला हुआ है।
फैला हुआ होना, फैला होना, विस्तृत होना

ଅର୍ଥ : ଚାରିପଟୁ ଘେରିଯିବା ବା ମଣ୍ଡଳାକାରରେ ରହିବା

ଉଦାହରଣ : ଆକାଶରେ ଘନ କଳାବାଦଲ ଘୋଟି ଆସିଲାଣି

ସମକକ୍ଷ : ଆଚ୍ଛାଦିତ ହେବା, ଘୋଟିବା

चारों ओर से घेर लेना या मंडलाकार छा जाना।

आकाश में घने काले बादल मँडरा रहे हैं।
मँडराना, मँडलाना, मंडराना, मंडलाना, मडराना

ଅର୍ଥ : କୌଣସି ରୋଗ ଆଦିର ନିୟମିତ କୁପ୍ରଭାବ ପଡ଼ିବା ବା ଆକ୍ରମଣ ହେବା

ଉଦାହରଣ : ଅନେକ ଆଗରୁ ଆମ ଗାଆଁରେ ଥରେ ହଇଜାର ପ୍ରକୋପ ପଡ଼ିଥିଲା

ସମକକ୍ଷ : ଆକ୍ରମଣ ହେବା, କୁପ୍ରଭାବ ପଡ଼ିବା, ପ୍ରକୋପ ପଡ଼ିବା, ପ୍ରକୋପ ହେବା

किसी रोग आदि का लगातार कुप्रभाव होना या आक्रमण होना।

बहुत पहले हमारे गाँव में एकबार हैजे का प्रकोप हुआ था।
आक्रमण होना, प्रकोप होना, हमला होना

Assail.

He was visited with a terrible illness that killed him quickly.
visit