ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସା   ବିଶେଷ୍ୟ

ଅର୍ଥ : ଦହିର ମୁଣ୍ଡା

ଉଦାହରଣ : ଦହିର ବସା ଓ ପାଣି ଅଲଗା ଅଲଗା ହୋଇଯାଏ

ସମକକ୍ଷ : ଘନ, ମୁଣ୍ଡା

दही का थक्का।

दही की आँठी और पानी अलग-अलग हो जाता है।
आँठी

ଅର୍ଥ : ରହିବାର ବା ଦୀର୍ଘ ସ୍ଥାୟୀ ହେବାର ସ୍ଥାନ

ଉଦାହରଣ : ଏହି ଜଙ୍ଗଲ ହିଁ ଏହି ଡାକୁମାନଙ୍କର ବାସସ୍ଥାନ

ସମକକ୍ଷ : ଚଟିଘର, ବାସସ୍ଥାନ

ठहरने या टिकने की जगह।

यह जंगल ही इन डाकुओं का बसेरा है।
बसेरा

ଅର୍ଥ : କୁଟାକାଠିରେ ତିଆରି ପକ୍ଷୀର ଘର

ଉଦାହରଣ : ଚଟିଆ ବସାରେ ଦୁଇଟି ଛୁଆ ଚୁଁ ଚୁଁ କରୁଛନ୍ତି

ସମକକ୍ଷ : ଚଟିଆ ବସା, ନୀଡ଼

घास-फूस से बना हुआ पक्षी का घर।

गौरैया के घोंसले में दो बच्चे चूँ-चूँ कर रहे हैं।
अंकुरक, आलना, आशियाँ, आशियाना, खोंता, खोचकिल, घोंसला, घोंसुआ, घोसला, नीड़

A structure in which animals lay eggs or give birth to their young.

nest