ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଟିଘର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଟିଘର   ବିଶେଷ୍ୟ

ଅର୍ଥ : ରହିବାର ବା ଦୀର୍ଘ ସ୍ଥାୟୀ ହେବାର ସ୍ଥାନ

ଉଦାହରଣ : ଏହି ଜଙ୍ଗଲ ହିଁ ଏହି ଡାକୁମାନଙ୍କର ବାସସ୍ଥାନ

ସମକକ୍ଷ : ବସା, ବାସସ୍ଥାନ

ठहरने या टिकने की जगह।

यह जंगल ही इन डाकुओं का बसेरा है।
बसेरा

ଅର୍ଥ : ରାଜପଥ ବା ଦୀର୍ଘ ସଡ଼କକଡ଼ରେ ତିଆରି ହୋଇଥିବା ଏକ ପ୍ରକାରର ହୋଟେଲ ଯେଉଁଠି ଲୋକେ ଖିଆପିଆ ସହିତ କିଛି ସମୟ ବିଶ୍ରାମ ବି କରନ୍ତି

ଉଦାହରଣ : ରାତ୍ରି ଯାତ୍ରା କାରଣରୁ ଆମେ ଆମେ ଏକ ଢାବାରେ ଖାଇଲୁ

ସମକକ୍ଷ : ଢାବା

राजपथ या लंबी सड़कों के किनारे बना वह होटल जहाँ खाने-पीने के साथ लोग थोड़ा विश्राम भी करते हैं।

रात्रि-यात्रा के दौरान हमने एक ढाबे में खाना खाया।
ढाबा, धाबा, बासा

A roadside cafe especially for lorry drivers.

pull-in, pull-up

ଅର୍ଥ : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ

ଉଦାହରଣ : କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ

ସମକକ୍ଷ : ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା, ସରେଇଘର

यात्रियों के ठहरने का स्थान।

केदारनाथ जाते समय हमने एक सराय में विश्राम किया था।
जनाश्रय, पथिकालय, पथिकाश्रय, पांथशाला, मुसाफ़िर ख़ाना, मुसाफिरखाना, लाज, लॉज, सराय

A hotel providing overnight lodging for travelers.

auberge, hostel, hostelry, inn, lodge

ଅର୍ଥ : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି

ଉଦାହରଣ : ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା

ସମକକ୍ଷ : ଡାକବଙ୍ଗଳା

प्राचीन काल में मार्ग में पड़नेवाला वह स्थान जहाँ यात्रा के घोड़े, हरकारे या सवारियाँ बदली जाती थीं।

यात्रा को सुलभ बनाने के लिए स्थान-स्थान पर डाक-चौकियाँ बनाई गई थीं।
डाक चौकी, डाक-चौकी