ଅର୍ଥ : ବାଣ୍ଟିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
ସମକକ୍ଷ : ପ୍ରଦାନ କରିବା, ବିତରଣ
ଅର୍ଥ : ବାଣ୍ଟିବା କ୍ରିୟା
ଉଦାହରଣ :
ଆଜି ତହସିଲଦାର ଭୂମି ବାଣ୍ଟିବାପାଇଁ ଆସୁଛନ୍ତି
ଅର୍ଥ : କୌଣସି ବସ୍ତୁକୁ ଭାଗଭାଗ କରିବା
ଉଦାହରଣ :
ଚୋରମାନେ ଚୋରି ଧନ ବାଣ୍ଟିଲେ
ସମକକ୍ଷ : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
ଅର୍ଥ : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
ଉଦାହରଣ :
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
ସମକକ୍ଷ : ଭାଗକରିବା, ଭାଗବାଣ୍ଟିବା
ଅର୍ଥ : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
ଉଦାହରଣ :
ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
ସମକକ୍ଷ : ବଣ୍ଟନକରିବା