ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଖଲ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଖଲ କରିବା   ବିଶେଷ୍ୟ

ଅର୍ଥ : ଲେଖା ଆଦି ଦ୍ବାରା ଆବଶ୍ୟକ ଅପେକ୍ଷାଗୁଡିକ ପୂରଣ କରିବା ବା ସୂଚନା ଅଙ୍କିତ କରିବା

ଉଦାହରଣ : ଚାକିରି ପାଇଁ କେତେ ଜାଗାରେ ଆବେଦନ ପତ୍ର ଦାଖଲ କରୁଛି

ଦାଖଲ କରିବା   କ୍ରିୟାପଦ

ଅର୍ଥ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା

ଉଦାହରଣ : ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା

ସମକକ୍ଷ : ଗାଳି ପକାଇବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା, ସମର୍ପଣ କରିବା

दबाव या डर के कारण कोई वस्तु दे देना।

चोर पुलिस की मार पड़ते ही चोरी का सारा सामान हग दिया।
हगना