ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ପୂର୍ଣ୍ଣ   କ୍ରିୟା ବିଶେଷଣ

ଅର୍ଥ : ପୂରା ଭାବରେ

ଉଦାହରଣ : ଏହି କଥା ସମ୍ପୂର୍ଣ୍ଣ ମିଛ ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା ସେ ସମ୍ପୂର୍ଣ୍ଣ ମୂର୍ଖ

ସମକକ୍ଷ : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂରା, ପୂର୍ଣ୍ଣରୂପରେ, ଶତପ୍ରତିଶତ

पूरी तरह से या थोड़ी मात्रा में भी।

यह बात बिल्कुल झूठ है।
वह सड़क के बिल्कुल बीचोबीच में खड़ा था।
वह पक्का मूर्ख है।
लड़के को एक बार आँख भर देखने की उसकी कामना थी।
आमूलचूल, एकदम, ठीक, नितांत, नितान्त, निपट, पूरी तरह से, पूर्ण रूप से, पूर्णतः, पूर्णतया, पूर्णरुपेण, बिलकुल, बिल्कुल, भर, शत-प्रतिशत, संपूर्णतः, संपूर्णतया, सरासर

ସମ୍ପୂର୍ଣ୍ଣ   ବିଶେଷଣ

ଅର୍ଥ : ସମ୍ପୂର୍ଣ୍ଣ ଭାବରେ

ଉଦାହରଣ : ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ

ସମକକ୍ଷ : ଗୋଟା, ପୂରା

पूरा का पूरा।

बैंगन भरता बनाने के लिए उसे पहले साबुत ही पका लेते हैं।
अखंड, अखंडित, अखण्ड, अखण्डित, अनंतरित, अनन्तरित, अनून, अभक्त, आखा, खड़ा, पूरा, मुसल्लम, संपूर्ण, सम्पूर्ण, साबुत, साबूत

ଅର୍ଥ : ଯାହା ଶେଷ ହୋଇଯାଇନାହିଁ

ଉଦାହରଣ : ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା

ସମକକ୍ଷ : ପୂର୍ଣ୍ଣ, ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ

Having finished or arrived at completion.

Certain to make history before he's done.
It's a done deed.
After the treatment, the patient is through except for follow-up.
Almost through with his studies.
done, through, through with

ଅର୍ଥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ

ଉଦାହରଣ : ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ

ସମକକ୍ଷ : ପୂରା, ପୂର୍ଣ୍ଣ

बिना किसी खराबी या दोष के जो अपने आप में पूरा हो।

एक पूर्ण कहानी सुनाइए।
एक पूर्ण गोला बनाइए।
परिपूर्ण, पूरा, पूर्ण

Being complete of its kind and without defect or blemish.

A perfect circle.
A perfect reproduction.
Perfect happiness.
Perfect manners.
A perfect specimen.
A perfect day.
perfect