ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମଳନେତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମଳନେତ୍ର   ବିଶେଷଣ

ଅର୍ଥ : ଯାହାର ଆଖି ପଦ୍ମ ଭଳି ସୁନ୍ଦର

ଉଦାହରଣ : ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ

ସମକକ୍ଷ : ଅରବିନ୍ଦ ନୟନ, କମଳ ଲୋଚନ, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ

जिसकी आँखे कमल के समान सुंदर हों।

राधा कमलनयन कृष्ण से प्रेम करती थी।
अर्विंदनयन, कमलनयन, कमलनेत्र, पद्मनयन, पद्मलोचन, पद्माक्ष, पुंडरीकाक्ष, राजीवलोचन