ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମଳ ଲୋଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମଳ ଲୋଚନ   ବିଶେଷଣ

ଅର୍ଥ : ଯାହାର ଆଖି ପଦ୍ମ ଭଳି ସୁନ୍ଦର

ଉଦାହରଣ : ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ

ସମକକ୍ଷ : ଅରବିନ୍ଦ ନୟନ, କମଳନେତ୍ର, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ

जिसकी आँखे कमल के समान सुंदर हों।

राधा कमलनयन कृष्ण से प्रेम करती थी।
अर्विंदनयन, कमलनयन, कमलनेत्र, पद्मनयन, पद्मलोचन, पद्माक्ष, पुंडरीकाक्ष, राजीवलोचन