ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଜାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଜାଇବା   କ୍ରିୟାପଦ

ଅର୍ଥ : ବଜିବା କାମ ଅନ୍ୟଦ୍ୱାରା କରାଇବା

ଉଦାହରଣ : ପ୍ରାଧ୍ୟାପକ ଚପରାସୀଦ୍ୱାରା ଘଣ୍ଟା ବଜାଇଲେ

बजाने का काम दूसरे से कराना।

प्राध्यापक ने चपरासी से घंटा बजवाया।
बजवाना

ଅର୍ଥ : ଚମଡ଼ା ଆଚ୍ଛାଦିତ କୌଣସି ବାଦ୍ୟକୁ କାଠି ଆଦିଦ୍ୱାରା ବଜାଇବା

ଉଦାହରଣ : ମାଙ୍କଡ଼ିଆ ଢୋଲ ପିଟୁଛି

ସମକକ୍ଷ : ପିଟିବା

किसी चमड़ा मढ़े बाजे को लकड़ी आदि से बजाना।

मदारी डुग्गी को डुगडुगा रहा है।
डुगडुगाना

Play a percussion instrument.

drum

ଅର୍ଥ : ଆଘାତ କରିବା କିମ୍ବା କୌଣସି ପ୍ରକାରରେ ଶବ୍ଦ ଉତ୍ପନ୍ନ କରିବା

ଉଦାହରଣ : ସେ ଢୋଲ ବଜାଉଛନ୍ତି

आघात करके या और किसी प्रकार से शब्द उत्पन्न करना।

वह ढोल बजा रहा है।
बच्चे ख़ुश होकर ताली बजा रहे हैं।
नादना, बजाना

Cause to sound.

Sound the bell.
Sound a certain note.
sound