ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାମର ଆମ୍ବର ଗଛ
ଉଦାହରଣ : ପାମର ଆମ୍ବ ଗଛର ଡାଳ ଛାତରେ ଲାଗି ଯାଇଛି
ସମକକ୍ଷ : ପାମର ଆମ୍ବ ଗଛ, ପାମର ଗଛ
पामर आम का पेड़।
Large evergreen tropical tree cultivated for its large oval fruit.
ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ : ପାମର ଆମ୍ବର ଚୋପା ବେଶି ମୋଟା କି ବେଶି ପତଳା ନୁହେଁ
ସମକକ୍ଷ : ପାମର ଆମ୍ବ
एक प्रकार का आम।
Large oval tropical fruit having smooth skin, juicy aromatic pulp, and a large hairy seed.
ଅର୍ଥ : ଯିଏ ପାପ କରେ ବା ପାପ କରିବା ଲୋକ
ଉଦାହରଣ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
ସମକକ୍ଷ : ଅଧର୍ମୀ, ଅଧାର୍ମିକ, ଅନାଚାରୀ, ଅସାଧୁ, ପାତକୀ, ପାପାଚାରୀ, ପାପାତ୍ମା, ପାପୀ, ମ୍ଳେଚ୍ଛ
जो पाप करता हो या पाप करने वाला।
Having committed unrighteous acts.
ଅର୍ଥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ଉଦାହରଣ : ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ସମକକ୍ଷ : ଅବୋଧ, ଅଳ୍ପବୁଦ୍ଧି, ମୂର୍ଖ, ମୂଢ଼
जिसे बुद्धि न हो या बहुत कम हो या जो मूर्खतापूर्ण आचरण करता हो।
Lacking intelligence.
ସଂସ୍ଥାପନ କରନ୍ତୁ