ଅର୍ଥ : ଯେଉଁ ବ୍ୟକ୍ତି ଅତି ମୂର୍ଖ
ଉଦାହରଣ :
କାଳିଦାସ ପ୍ରଥମେ ମହାମୂର୍ଖ ଥିଲେ ବୋଲି କୁହାଯାଏ
ସମକକ୍ଷ : ଗଜ ମୂର୍ଖ, ଗଣ୍ଡମୂର୍ଖ, ନିପଟ ମୂର୍ଖ, ମହାମୂର୍ଖ
ଅର୍ଥ : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
ଉଦାହରଣ :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
ସମକକ୍ଷ : ଗଧ, ଗୋବରଗଣେଶ, ମୂର୍ଖ ବ୍ୟକ୍ତି
ଅର୍ଥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ଉଦାହରଣ :
ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ସମକକ୍ଷ : ଅବୋଧ, ଅଳ୍ପବୁଦ୍ଧି, ପାମର, ମୂଢ଼