ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ଉଦାହରଣ : ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ସମକକ୍ଷ : ଅବୋଧ, ପାମର, ମୂର୍ଖ, ମୂଢ଼
जिसे बुद्धि न हो या बहुत कम हो या जो मूर्खतापूर्ण आचरण करता हो।
Lacking intelligence.
ଅର୍ଥ : କମ୍ ବା ଅଳ୍ପ ବୁଝିବା ଲୋକ
ଉଦାହରଣ : ସ୍ବଳ୍ପଜ୍ଞ ବିଦ୍ୟାର୍ଥୀମାନଙ୍କୁ ପଢାଇବା ନିମନ୍ତେ ଶିକ୍ଷକମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ
ସମକକ୍ଷ : ଅଳ୍ପଜ୍ଞ, ସ୍ବଳ୍ପଜ୍ଞ
कम या थोड़ी समझ वाला।
Having a mental age of three to seven years.
ସଂସ୍ଥାପନ କରନ୍ତୁ