ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ଉଦାହରଣ : ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ସମକକ୍ଷ : ଅଳ୍ପବୁଦ୍ଧି, ପାମର, ମୂର୍ଖ, ମୂଢ଼
जिसे बुद्धि न हो या बहुत कम हो या जो मूर्खतापूर्ण आचरण करता हो।
Lacking intelligence.
ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ଉଦାହରଣ : ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
ସମକକ୍ଷ : ଅକୁଟିଳ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସରଳ, ସିଧା ସାଧା
जिसके मन में छल-कपट न हो और जो एकदम सीधा-सादा हो।
Lacking in sophistication or worldliness.
ଅର୍ଥ : ଯେ ବିବେକୀ ନୁହେଁ ବା ଯାହାର ଭଲ ଖରାପର ଜ୍ଞାନ ନାହିଁ
ଉଦାହରଣ : ଅବିବେକୀ କଂସ ଭଗବାନ କୃଷ୍ଣଙ୍କୁ ମାରିବାକୁ ଅନେକ ପ୍ରୟାସକଲା ମାତ୍ର ସଫଳ ହୋଇପାରିଲା ନାହିଁ
ସମକକ୍ଷ : ଅଜ୍ଞାନୀ, ଅବିଚାରୀ, ଅବିବେକୀ, ବିବେକହୀନ
जो विवेकी न हो या जिसे भले-बुरे का ज्ञान न हो।
Lacking sense or discretion.
ସଂସ୍ଥାପନ କରନ୍ତୁ