ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁପାତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁପାତ୍ର   ବିଶେଷ୍ୟ

ଅର୍ଥ : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି

ଉଦାହରଣ : ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ

ସମକକ୍ଷ : ପାତ୍ର, ଯୋଗ୍ୟ ବ୍ୟକ୍ତି

कुछ लेने या पाने के योग्य व्यक्ति।

दान पात्र को ही देना चाहिए।
पात्र, योग्य व्यक्ति

Someone regarded as certain to succeed.

He's a natural for the job.
natural

ସୁପାତ୍ର   ବିଶେଷଣ

ଅର୍ଥ : ଯେ କୌଣସି କାମ କରିବା ନିମନ୍ତେ ଯୋଗ୍ୟ ବା ଉପଯୁକ୍ତ

ଉଦାହରଣ : ଏହି କାମକୁ କରିବା ନିମନ୍ତେ ବି‌ଷ୍ଣୁ ଭଳି ସୁପାତ୍ର ବ୍ୟକ୍ତିର ଆବଶ୍ୟକତା ରହିଛି

जो कोई काम करने के लिए योग्य या उपयुक्त हो।

इस काम को करने के लिए सोहन जैसे सुपात्र व्यक्ति की आवश्यकता है।
अच्छा पात्र, सत्पात्र, सुपात्र