ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାତ୍ମୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାତ୍ମୀୟ   ବିଶେଷଣ

ଅର୍ଥ : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ

ଉଦାହରଣ : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି

ସମକକ୍ଷ : ଅନ୍ୟ, ଅପର, ପର, ଭିନ୍ନ

अपने कुटुम्ब या समाज से बाहर का।

वह पराये लोगों की भी सहायता करता है।
ग़ैर, गैर, दूसरा, पराया, बाहरी

Not connected by kinship.

unrelated

ଅର୍ଥ : ଯେ ନିଜର ନୁହେଁ

ଉଦାହରଣ : ଆମ ସମସ୍ତଙ୍କୁ ଦିନେ ଏହି ଅନାତ୍ମ ଜଗତକୁ ପରିତ୍ୟାଗ କରିବାକୁ ହେବ

ସମକକ୍ଷ : ଅନାତ୍ମ, ଆତ୍ମ ରହିତ

जो अपना न हो।

हम सब को एक दिन इस अनात्म जगत का परित्याग करना होगा।
अनात्म, अनात्मीय, अनाप्त, आत्मरहित