ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିନ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିନ୍ନ   ବିଶେଷଣ

ଅର୍ଥ : ଏହାକୁ ଛାଡ଼ି ଅନ୍ୟ କିଛି ବା ଅଲଗା

ଉଦାହରଣ : ବଢ଼ୁଥିବା ଜନସଂଖ୍ୟାର ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ବି ଦେଖାଗଲାଣି

ସମକକ୍ଷ : ଅନ୍ୟ, ଅଲଗା

ଅର୍ଥ : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ

ଉଦାହରଣ : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି

ସମକକ୍ଷ : ଅନାତ୍ମୀୟ, ଅନ୍ୟ, ଅପର, ପର

अपने कुटुम्ब या समाज से बाहर का।

वह पराये लोगों की भी सहायता करता है।
ग़ैर, गैर, दूसरा, पराया, बाहरी

Not connected by kinship.

unrelated