ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ୟ   ବିଶେଷଣ

ଅର୍ଥ : ଏହାକୁ ଛାଡ଼ି ଅନ୍ୟ କିଛି ବା ଅଲଗା

ଉଦାହରଣ : ବଢ଼ୁଥିବା ଜନସଂଖ୍ୟାର ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ବି ଦେଖାଗଲାଣି

ସମକକ୍ଷ : ଅଲଗା, ଭିନ୍ନ

ଅର୍ଥ : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ

ଉଦାହରଣ : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି

ସମକକ୍ଷ : ଅନାତ୍ମୀୟ, ଅପର, ପର, ଭିନ୍ନ

अपने कुटुम्ब या समाज से बाहर का।

वह पराये लोगों की भी सहायता करता है।
ग़ैर, गैर, दूसरा, पराया, बाहरी

Not connected by kinship.

unrelated

ଅର୍ଥ : ଏହାକୁ ଛାଡ଼ି ଅନ୍ୟ କୌଣସି ବା ଅନ୍ୟଜଣେ

ଉଦାହରଣ : ବଢ଼ୁଥିବା ଜନସଂଖ୍ୟା ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ମଧ୍ୟ ଆସିଗଲାଣି ମୋ ସହିତ ଅନ୍ୟ ଲୋକ ବି ଅଛନ୍ତି

ସମକକ୍ଷ : ଅନ୍ୟଏକ, ଅପର

इसको छोड़कर कोई और या दूसरा।

बढ़ती हुई जनसंख्या की समस्या के साथ अन्य समस्याएँ भी खड़ी हो गई हैं।
मेरे साथ और लोग भी हैं।
अन्न, अन्य, अपर, अवर, आन, इतर, और, कोई और, दीगर, दूसरा

Not the same one or ones already mentioned or implied.

Today isn't any other day.
The construction of highways and other public works.
He asked for other employment.
Any other person would tell the truth.
His other books are still in storage.
Then we looked at the other house.
Hearing was good in his other ear.
The other sex.
She lived on the other side of the street from me.
Went in the other direction.
other