ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପବିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପବିତ୍ର   ବିଶେଷଣ

ଅର୍ଥ : ଯେ ଧର୍ମ ଅନୁସାରେ ଶୁଦ୍ଧ ବା ମହତ୍ତ୍ୱଯୁକ୍ତ

ଉଦାହରଣ : କାଶୀ ଏକ ପବିତ୍ର ସ୍ଥାନ

ସମକକ୍ଷ : ପାବନ, ପୁଣ୍ୟ

जो धर्म के अनुसार शुद्ध या महत्व का हो।

काशी एक पवित्र स्थान है।
पवित्र, पाक, पाक़ीज़ा, पाकीजा, पावन, पुण्य, पुनीत, पूत, पूता, मुकद्दस, मुक़द्दस, मेध्य, शुद्ध

ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ

ଉଦାହରଣ : ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ

ସମକକ୍ଷ : ଅନାବିଳ, ଅମ୍ଳାନ, ନିର୍ମଳ, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ

Free from impurities.

Clean water.
Fresh air.
clean, fresh