ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
ଉଦାହରଣ : ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ
ସମକକ୍ଷ : ନିର୍ମଳତା, ଶୁଦ୍ଧତା, ସ୍ୱଚ୍ଛତା
स्वच्छ होने की अवस्था या भाव।
The state of being clean. Without dirt or other impurities.
ଅର୍ଥ : ସଫା କରିବା କାମ
ଉଦାହରଣ : ମନୋହର ଲୁଗା ସଫା କରିବାକୁ ଗଲା
धुलवाने का काम।
ଅର୍ଥ : ବସ୍ତୁସମୂହର କରାଯାଉଥିବା ଏପରି ଉପଯୋଗ ବା ଭୋଗ ଯାହା ସମୂଳେ ଶେଷ ହୋଇଯାଏ
ଉଦାହରଣ : ଦୁଇବର୍ଷରେ ସେ ବାପା-ଦାଦାଙ୍କ ରୋଜଗାରକୁ ସଫା କରିଦେଲା
ସମକକ୍ଷ : ଶେଷ
वस्तुओं का किया जाने वाला ऐसा उपयोग या भोग कि वे समाप्त हो जाएँ।
The act of consuming something.
ଅର୍ଥ : ପୂର୍ଣ୍ଣ କରିବା ବା କିଛି ବି ଶେଷ ନଛାଡିବାର ବା ବଞ୍ଚାଇବାର କ୍ରିୟା
ଉଦାହରଣ : ତିବ୍ବତରେ ହୋଇଥିବା ବାର୍ଡ-ଫ୍ଲୁ କୁ ନିର୍ମୂଳ କରି ଦିଆଗଲା
ସମକକ୍ଷ : ଖତମ, ନିର୍ମୂଳ
ଅର୍ଥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ଉଦାହରଣ : ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ସମକକ୍ଷ : ଖୋଲା, ଖୋଲାଭାବେ, ନଲୁଚାଇ, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
बिना कुछ छिपाए या स्पष्ट रूप से।
In an easily perceptible manner.
ଅର୍ଥ : ଯାହା ପାଖରେ କୌଣସି ଦୋଷ ନାହିଁ
ଉଦାହରଣ : ମୋତେ ଆଜି ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣତଃ ନିର୍ଦୋଷ ବ୍ୟକ୍ତି ମିଳିନାହିଁ
ସମକକ୍ଷ : ଅକଳଙ୍କ, ଅକଳଙ୍କି, ଅକଳଙ୍କିତ, ଅଦୋଷ, ଅପଦୋଷ, ଅମଳିନ, କଳଙ୍କରହିତ, ନିର୍ଦୋଷ, ନିଷ୍କଳଙ୍କ
जिसमें कोई दोष न हो।
Free from discordant qualities.
ଅର୍ଥ : ଯାହା ଉଜ୍ୱଳ
ଉଦାହରଣ : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି
ସମକକ୍ଷ : ଉଜ୍ଜଳ, ଧବଳ, ଧଳା, ଶୁକ୍ଳ, ଶ୍ୱେତ
जो उजला हो।
ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଉଦାହରଣ : ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
ସମକକ୍ଷ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫାସୁତରା, ସୁତରା, ସ୍ୱଚ୍ଛ
जिसमें किसी प्रकार का मल या दोष न हो।
Free from impurities.
ଅର୍ଥ : ଯାହା ପ୍ରକାଶମାନ
ଉଦାହରଣ : ତାର ପୋଷାକ ଚକ୍ମକ୍ ଥିଲା ଏବଂ ସେ କୌଣସି ସଂଭ୍ରାନ୍ତ ଘରର ଭଳି ଜଣାପଡ଼ୁଥିଲା
ସମକକ୍ଷ : ଉଜ୍ଜଳ, ଚକ୍ମକ୍, ଧୋବ, ଧୋବଲା, ସ୍ୱଚ୍ଛ
जो मैला न हो या धुला हो।
(of sound or color) free from anything that dulls or dims.
ଅର୍ଥ : ଯାହା ପୂରାପୂରି ବୁଝି ହୁଏ
ଉଦାହରଣ : ଏହି କବିତାର ଭାବ ସ୍ପଷ୍ଟ ନୁହେଁ
ସମକକ୍ଷ : ବୋଧଗମ୍ୟ, ସ୍ପଷ୍ଟ
जो साफ समझ में आए।
ଅର୍ଥ : ଯାହ ପରିଷ୍କାର ଦେଖାଯାଏ
ଉଦାହରଣ : ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ
ସମକକ୍ଷ : ସ୍ପଷ୍ଟ
जो साफ दिखाई दे।
ଅର୍ଥ : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ଉଦାହରଣ : ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
ସମକକ୍ଷ : ଗୋରା, ତୋଫା
गौर वर्ण का या जिसका रंग साफ़ हो।
(used of hair or skin) pale or light-colored.
ସଂସ୍ଥାପନ କରନ୍ତୁ
अमेजन से खरीदेँ