ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଣ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଣ୍ୟ   ବିଶେଷ୍ୟ

ଅର୍ଥ : ଉତ୍ତମ ଆଚରଣ ଯୋଗୁଁ ମିଳୁଥିବା ସୁପରିଣାମ

ଉଦାହରଣ : ଆପଣଙ୍କ ଭଳି ପରୋପକାରୀ ବ୍ୟକ୍ତିଙ୍କର ବହୁତ ପୁଣ୍ୟ ହେବ

उत्तम आचरण करने के परिणामस्वरूप मिलनेवाला सुपरिणाम।

आप जैसे परोपकारी व्यक्ति को बहुत पुण्य मिलेगा।
पुण्य, पुन्य

An auspicious state resulting from favorable outcomes.

good fortune, good luck, luckiness

ଅର୍ଥ : ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ

ଉଦାହରଣ : ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ

ସମକକ୍ଷ : ଧର୍ମ

परोपकार, दान, सेवा आदि कार्य जो शुभ फल देते हैं।

दीन-दुखियों की सेवा ही सबसे बड़ा धर्म है।
ईमान, धरम, धर्म, धार्मिक कृत्य, पवित्रकर्म, पुण्य, पुण्य कर्म, पुन्न, पुन्य

ପୁଣ୍ୟ   ବିଶେଷଣ

ଅର୍ଥ : ଯେ ଧର୍ମ ଅନୁସାରେ ଶୁଦ୍ଧ ବା ମହତ୍ତ୍ୱଯୁକ୍ତ

ଉଦାହରଣ : କାଶୀ ଏକ ପବିତ୍ର ସ୍ଥାନ

ସମକକ୍ଷ : ପବିତ୍ର, ପାବନ

जो धर्म के अनुसार शुद्ध या महत्व का हो।

काशी एक पवित्र स्थान है।
पवित्र, पाक, पाक़ीज़ा, पाकीजा, पावन, पुण्य, पुनीत, पूत, पूता, मुकद्दस, मुक़द्दस, मेध्य, शुद्ध

ଅର୍ଥ : ଯାହା ଶୁଭ ବା ଭଲ

ଉଦାହରଣ : ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ

ସମକକ୍ଷ : ଭଲ, ମାଙ୍ଗଳିକ, ଶୁଭ

वह जो शुभ या अच्छा हो।

शुभ कार्य की शुरुआत करने में देर नहीं होनी चाहिए।
अच्छा, पुण्य, भला, मांगलिक, मुबारक, शुभ

Auguring favorable circumstances and good luck.

An auspicious beginning for the campaign.
auspicious