ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମ୍ଳାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମ୍ଳାନ   ବିଶେଷଣ

ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ

ଉଦାହରଣ : ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ

ସମକକ୍ଷ : ଅନାବିଳ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ

Free from impurities.

Clean water.
Fresh air.
clean, fresh

ଅର୍ଥ : ଯାହା ମ୍ଳାନ ବା ସତେଜ ନୁହେଁ

ଉଦାହରଣ : ସୀତା ମନ୍ଦିରରେ ତାଜା ଫୁଲ ଚଢ଼ାଉଛି

ସମକକ୍ଷ : ତାଜା, ସଜ

जो म्लान या कुम्हलाया न हो।

सीता मंदिर में ताज़े पुष्प चढ़ा रही है।
अम्लान, अशुष्क, आला, ताज़ा, ताज़ा ताज़ा, ताज़ा-ताज़ा, ताजा, ताजा ताजा, ताजा-ताजा

Recently made, produced, or harvested.

Fresh bread.
A fresh scent.
Fresh lettuce.
fresh