ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଉଦାହରଣ : ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
ସମକକ୍ଷ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା
जिसमें किसी प्रकार का मल या दोष न हो।
Free from impurities.
ଅର୍ଥ : ଯାହା ପ୍ରକାଶମାନ
ଉଦାହରଣ : ତାର ପୋଷାକ ଚକ୍ମକ୍ ଥିଲା ଏବଂ ସେ କୌଣସି ସଂଭ୍ରାନ୍ତ ଘରର ଭଳି ଜଣାପଡ଼ୁଥିଲା
ସମକକ୍ଷ : ଉଜ୍ଜଳ, ଚକ୍ମକ୍, ଧୋବ, ଧୋବଲା, ସଫା
जो मैला न हो या धुला हो।
(of sound or color) free from anything that dulls or dims.
ଅର୍ଥ : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
ଉଦାହରଣ : ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
ସମକକ୍ଷ : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ପରିଷ୍କୃତ
जिसका परिष्करण हुआ हो या किया गया हो।
ଅର୍ଥ : ମେଘ ନଥିବା
ଉଦାହରଣ : ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
ସମକକ୍ଷ : ନିର୍ମଳ, ମେଘହୀନ
मेघ से रहित।
Free from clouds or mist or haze.
ସଂସ୍ଥାପନ କରନ୍ତୁ
अमेजन से खरीदेँ