ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାନ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାନ୍ତି   ବିଶେଷ୍ୟ

ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ସବୁଠୁ ସାନ

ଉଦାହରଣ : ଅଥର୍ବ ଋଷିଙ୍କ ବିବାହ ଶାନ୍ତିଙ୍କ ସହିତ ହୋଇଥିଲା

ସମକକ୍ଷ : ଶାଂତି

कर्दम ऋषि एवं देवहूति की नौ कन्याओं में से सबसे छोटी।

शांति का विवाह अथर्व ऋषि के साथ हुआ था।
शांति, शान्ति

An imaginary being of myth or fable.

mythical being

ଅର୍ଥ : ଗୋଳମାଳ ବା ଉପଦ୍ରବ ଆଦିର ଅଭାବ

ଉଦାହରଣ : ଆତଙ୍କବାଦୀମାନଙ୍କ କାରଣରୁ ସହରର ଶାନ୍ତି ନଷ୍ଟ ହୋଇଯାଇଛି

सर्प का विषैला दाँत।

मृत आदिवासी के पैरों पर आशी के निशान थे।
आशी

Hollow or grooved tooth of a venomous snake. Used to inject its poison.

fang

ଅର୍ଥ : ଯୁଦ୍ଧ, ଉପଦ୍ରବ, ଅଶାନ୍ତି ଆଦିରୁ ରହିତ ଅବସ୍ଥା

ଉଦାହରଣ : ଯୁଦ୍ଧପରେ ଦେଶରେ ଶାନ୍ତି ବିରାଜୁଛି

ସମକକ୍ଷ : ପ୍ରଶାନ୍ତି

युद्ध, उपद्रव, अशांति आदि से रहित अवस्था।

युद्ध के बाद देश में शांति है।
अमन, अमन चैन, अमन-चैन, कमरिया, प्रशांति, प्रशान्ति, शांतता, शांति, शान्तता, शान्ति

The state prevailing during the absence of war.

peace

ଅର୍ଥ : ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ

ଉଦାହରଣ : ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ

ସମକକ୍ଷ : ନିରୁଦବିଗ୍ନତା

मन की वह अवस्था जिसमें वह क्षोभ, दुख आदि से रहित हो जाता है या शांत रहता है।

योग शांति प्राप्ति का एक साधन है।
अक्षोभ, अनाकुलता, अनुद्धर्ष, अनुद्वेग, अमन, इतमीनान, इत्मीनान, निरुद्विग्नता, शांतता, शांति, शान्तता, शान्ति

The absence of mental stress or anxiety.

ataraxis, heartsease, peace, peace of mind, peacefulness, repose, serenity

ଅର୍ଥ : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା

ସମକକ୍ଷ : କୋଳାହଳହୀନତା, ଧ୍ୱନିହୀନତା, ନିସ୍ତବ୍ଧତା, ନୀରବତା, ପ୍ରଶାନ୍ତତା, ଶବ୍ଦହୀନତା

The absence of sound.

He needed silence in order to sleep.
The street was quiet.
quiet, silence