ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀରବତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀରବତା   ବିଶେଷ୍ୟ

ଅର୍ଥ : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା

ସମକକ୍ଷ : କୋଳାହଳହୀନତା, ଧ୍ୱନିହୀନତା, ନିସ୍ତବ୍ଧତା, ପ୍ରଶାନ୍ତତା, ଶବ୍ଦହୀନତା, ଶାନ୍ତି

The absence of sound.

He needed silence in order to sleep.
The street was quiet.
quiet, silence

ଅର୍ଥ : ଚୁପ ରହିବାର ଅବସ୍ଥା ବା ଭାବ

ଉଦାହରଣ : ପଣ୍ଡିତ ପ୍ରଶ୍ନ ପଚାରିବାକ୍ଷଣି ହିଁ ସଭାରେ ନୀରବତା ଛାଇଗଲା

ସମକକ୍ଷ : ମୌନତା

चुप रहने की अवस्था या क्रिया।

पंडितजी के प्रश्न पूछते ही सभा में चुप्पी छा गयी।
अभाषण, ख़ामोशी, खामोशी, चुप्पी, मौन

The state of being silent (as when no one is speaking).

There was a shocked silence.
He gestured for silence.
silence