ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଦୋପାଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଦୋପାଞ୍ଚ   କ୍ରିୟାପଦ

ଅର୍ଥ : ଆଶଙ୍କା, ଅନୌଚିତ୍ୟ ଭାବ, ଅସମର୍ଥତାଆଦି କାରଣରୁ କୌଣସି କାମ କରିବା ପୂର୍ବରୁ କିଛି ସମୟ ଅଟକିବା

ଉଦାହରଣ : କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଦ୍ୱିଧାରେ ଥିଲା

ସମକକ୍ଷ : ଦ୍ୱିଧା

कोई काम करने से पहले आशंका, अनौचित्य, असमर्थता आदि की वजह से कुछ देर रुकना।

कुछ प्रश्नों के उत्तर देते समय वह हिचक रहा था।
अटपटाना, झिझकना, ठिठकना, संकोच करना, सकुचना, सकुचाना, हिचकना, हिचकिचाना