ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱନ୍ଦ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ସମାସ ଯେଉଁଥିରେ ଦୁଇ ପଦଯାକ ପ୍ରଧାନ ହୋଇଥାଏ ଏବଂ ସେଗୁଡ଼ିକର ଗୋଟିଏ କ୍ରିୟାସହିତ ଅନ୍ୱୟ ହୋଇଥାଏ

ଉଦାହରଣ : ମାତା-ପିତା, ରାଜା-ରାଣୀ ଆଦି ଦ୍ୱନ୍ଦ ସମାସର ଉଦାହରଣ

ସମକକ୍ଷ : ଦ୍ୱନ୍ଦ ସମାସ

एक प्रकार का समास जिसमें दोनों पद प्रधान होते हैं और उनका अन्वय एक ही क्रिया के साथ होता है।

माता-पिता,राजा-रानी आदि द्वंद्व के उदाहरण हैं।
द्वंद्व, द्वंद्व समास, द्वन्द्व

ଅର୍ଥ : ହଁ ବା ନାଁର ସ୍ଥିତି

ଉଦାହରଣ : ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ

ସମକକ୍ଷ : ଦ୍ୱିଧା

State of uncertainty or perplexity especially as requiring a choice between equally unfavorable options.

dilemma, quandary