ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍କୋଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍କୋଚ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା

ଉଦାହରଣ : ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି

ସମକକ୍ଷ : ଆଗପଛ ଭାବିବା, ଦ୍ୱିଧା

कोई काम करने से पहले मन में होनेवाली हलकी रुकावट।

दीपा को यह उपहार देने में मुझे हिचक हो रही है।
दीपा को यह उपहार देने से पहले मैं आगा-पीछा कर रहा था।
अकधक, आगपीछ, आगा-पीछा, आगापीछा, झिझक, व्रीड़ा, संकोच, हिचक, हिचकिचाहट

A feeling of diffidence and indecision about doing something.

hesitance, hesitancy