ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠାକୁରାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠାକୁରାଣୀ   ବିଶେଷ୍ୟ

ଅର୍ଥ : ଠାକୁରଙ୍କ ସ୍ତ୍ରୀ ବା ପତ୍ନୀ

ଉଦାହରଣ : ଠାକୁରାଣୀ ତାଙ୍କ ଝିଅ ବିବାହକୁ ଗାଁର ସବୁ ସ୍ତ୍ରୀଲୋକଙ୍କୁ ଆମନ୍ତ୍ରିତ କଲେ

ठाकुर की स्त्री या पत्नी।

ठकुराइन ने अपनी बेटी की शादी में गाँव भर की औरतों को आमंत्रित किया।
ठकुराइन, ठकुरानी

A married woman. A man's partner in marriage.

married woman, wife

ଅର୍ଥ : ମହିଳା ଦେବତା ବା ଦେବତାଙ୍କ ସ୍ତ୍ରୀ

ଉଦାହରଣ : ଦେବୀ ସରସ୍ୱତୀ, ଲକ୍ଷ୍ମୀ ଓ ପାର୍ବତୀଙ୍କ ଗର୍ବ ଭାଙ୍ଗିବାପାଇଁ ସତୀ ଅନସୂୟା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଶିଶୁ କରିଦେଲେ

ସମକକ୍ଷ : ଦେବୀ

महिला देवता या देवता की स्त्री।

सती अनसूया ने देवी सरस्वती, लक्ष्मी और पार्वती का घमंड तोड़ने के लिए ब्रह्मा, विष्णु और महेश को बालक बना दिया था।
अमरी, देवांगना, देवाङ्गना, देवी, देवेशी, सुरनारी, सुरांगना, सुराङ्गना

A female deity.

goddess