ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥଳି   ବିଶେଷ୍ୟ

ଅର୍ଥ : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି

ଉଦାହରଣ : ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ

ସମକକ୍ଷ : ଝୁଲା, ଥଳିଆ, ପୁଟୁଳି

यात्रा के समय उपयोग में आने वाला झोला।

रकसैक में यात्रा संबंधी सामान रख लो।
अधारी, रकसैक

A bag carried by a strap on your back or shoulder.

back pack, backpack, haversack, knapsack, packsack, rucksack

ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି

ଉଦାହରଣ : ମୋର ଟଙ୍କାଥଳି ଚୋରି ହୋଇଯାଇଛି

ସମକକ୍ଷ : ଖିସା, ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳିଆ, ମନିପର୍ସ୍, ମୁଣା

एक प्रकार का छोटा थैला।

मेरी पैसे की थैली चोरी हो गयी।
खीसा, घूघी, झोली, थैली

A container used for carrying money and small personal items or accessories (especially by women).

She reached into her bag and found a comb.
bag, handbag, pocketbook, purse

ଅର୍ଥ : କନାରେ ତିଆରି ଏକ ପ୍ରକାରର ପାତ୍ର ଯେଉଁଥିରେ ଜିନିଷ ରଖାଯାଏ

ଉଦାହରଣ : ଥଳି କଣା ହୋଇଥିବାରୁ କିଛି ଜିନିଷ ରାସ୍ତାରେ ହିଁ ଗଳି ପଡ଼ିଲା

ସମକକ୍ଷ : ଝୋଲା, ବ୍ୟାଗ୍‌, ମୁଣି

कपड़े आदि का बना हुआ एक प्रकार का पात्र जिसमें चीज़ें रखी जाती हैं।

थैला फटा होने के कारण कुछ सामान रास्ते में ही गिर गया।
झोला, थैला

A flexible container with a single opening.

He stuffed his laundry into a large bag.
bag

ଅର୍ଥ : ଯେଉଁ ବଡ଼ ଲଫାଫାରେ ରାଜକୀୟ ଆଦେଶନାମାଆଦି ପଠାଯାଏ

ଉଦାହରଣ : ରାଜସ୍ୱ ବିଭାଗରୁ ତାଙ୍କୁ ଆଜି ଗୋଟିଏ ବଡ଼ ଲଫାଫା ମିଳିଛି

ସମକକ୍ଷ : ପୁଳିନ୍ଦା, ବଡ଼ ଲଫାଫା

वह बड़ा लिफाफा जिसमें राजकीय आज्ञापत्र आदि भेजे जाते हैं।

उसे आज ही राजस्व विभाग से एक खरीता प्राप्त हुआ है।
खरीता, ख़रीता

ଅର୍ଥ : ଯେଉଁଥିରେ କୌଣସି ବସ୍ତୁ ରଖାଯାଏ

ଉଦାହରଣ : କଙ୍ଗାରୁ ଦେହରେ ପ୍ରାକୃତିକ ଥଳି ଦେଖିବାକୁ ମିଳେ

ସମକକ୍ଷ : ମୁଣି, ସ୍ଥଳୀ

वह जिसमें कोई वस्तु रखी जाए।

कंगारू में प्राकृतिक धानी पाई जाती है।
धानिका, धानी