ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଗ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଗ୍‌   ବିଶେଷ୍ୟ

ଅର୍ଥ : କନାରେ ତିଆରି ଏକ ପ୍ରକାରର ପାତ୍ର ଯେଉଁଥିରେ ଜିନିଷ ରଖାଯାଏ

ଉଦାହରଣ : ଥଳି କଣା ହୋଇଥିବାରୁ କିଛି ଜିନିଷ ରାସ୍ତାରେ ହିଁ ଗଳି ପଡ଼ିଲା

ସମକକ୍ଷ : ଝୋଲା, ଥଳି, ମୁଣି

कपड़े आदि का बना हुआ एक प्रकार का पात्र जिसमें चीज़ें रखी जाती हैं।

थैला फटा होने के कारण कुछ सामान रास्ते में ही गिर गया।
झोला, थैला

A flexible container with a single opening.

He stuffed his laundry into a large bag.
bag

ଅର୍ଥ : ବସ୍ତାରେ ରଖାଯାଇଥିବା ବସ୍ତୁ

ଉଦାହରଣ : ସେ ବିଦ୍ୟାଳୟରୁ ଘରକୁ ଆସିବାକ୍ଷଣି ବସ୍ତାନିକୁ ଖେଳେଇଦେଲା

ସମକକ୍ଷ : ବସ୍ତାନି

बस्ते में रखी हुई वस्तुएँ।

उसने विद्यालय से घर आते ही बस्ता बिखेर दिया।
बस्ता