ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥଳିଆ   ବିଶେଷ୍ୟ

ଅର୍ଥ : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି

ଉଦାହରଣ : ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ

ସମକକ୍ଷ : ଝୁଲା, ଥଳି, ପୁଟୁଳି

यात्रा के समय उपयोग में आने वाला झोला।

रकसैक में यात्रा संबंधी सामान रख लो।
अधारी, रकसैक

A bag carried by a strap on your back or shoulder.

back pack, backpack, haversack, knapsack, packsack, rucksack

ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି

ଉଦାହରଣ : ମୋର ଟଙ୍କାଥଳି ଚୋରି ହୋଇଯାଇଛି

ସମକକ୍ଷ : ଖିସା, ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ମନିପର୍ସ୍, ମୁଣା

एक प्रकार का छोटा थैला।

मेरी पैसे की थैली चोरी हो गयी।
खीसा, घूघी, झोली, थैली

A container used for carrying money and small personal items or accessories (especially by women).

She reached into her bag and found a comb.
bag, handbag, pocketbook, purse