ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି
ଉଦାହରଣ : ସେଠ୍ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି
ସମକକ୍ଷ : ଗାଞ୍ଜିଆ
कमर में बाँधी जाने वाली रुपए रखने की एक लम्बी थैली।
ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି
ଉଦାହରଣ : ମୋର ଟଙ୍କାଥଳି ଚୋରି ହୋଇଯାଇଛି
ସମକକ୍ଷ : ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍, ମୁଣା
एक प्रकार का छोटा थैला।
A container used for carrying money and small personal items or accessories (especially by women).
ସଂସ୍ଥାପନ କରନ୍ତୁ