ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି
ଉଦାହରଣ :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
ସମକକ୍ଷ :
ଖିସା, ଗାଞ୍ଜିଆ, ଝୁଲି, ଥଳି, ଥଳିଆ, ମନିପର୍ସ୍, ମୁଣା
A container used for carrying money and small personal items or accessories (especially by women).
She reached into her bag and found a comb.
bag,
handbag,
pocketbook,
purse