ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଞ୍ଜିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଞ୍ଜିଆ   ବିଶେଷ୍ୟ

ଅର୍ଥ : ଟଙ୍କା, ପଇସା ଭର୍ତ୍ତିକରି ଅଣ୍ଟାରେ ବାନ୍ଧୁଥିବା ଲମ୍ବା ଥଳି

ଉଦାହରଣ : ବେପାରୀ ଟଙ୍କା ଭର୍ତ୍ତି ଗାଞ୍ଜିଆକୁ ଅଣ୍ଟାରେ ବାନ୍ଧିଲା

ସମକକ୍ଷ : କୋଥଳି, ମୁଣା

ଅର୍ଥ : ଘାସ,ଭୁସି ଆଦି ବାନ୍ଧିବାପାଇଁ ସୂତା ଡୋରରେ ତିଆରି ଏକ ପ୍ରକାର ଜାଲ

ଉଦାହରଣ : ରାମୁ ଗାଞ୍ଜିଆରେ ଭୁସି ଭର୍ତ୍ତି କରୁଛି

ସମକକ୍ଷ : ଜାଲ

वह जाल जो सूत के डोरों का बना होता है और घास,भूसा आदि बाँधने के काम आता है।

रमई पाँसी में भूसा भर रहा है।
पाँसी

ଅର୍ଥ : ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି

ଉଦାହରଣ : ସେଠ୍‌ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି

ସମକକ୍ଷ : ଖିସା

कमर में बाँधी जाने वाली रुपए रखने की एक लम्बी थैली।

सेठ रामानंद जब भी व्यापार के सिलसिले में बाहर जाते हैं, हिमयानी में पैसा रखकर ले जाते हैं।
कोथली, बसनी, बाँसली, हिमयानी

ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି

ଉଦାହରଣ : ମୋର ଟଙ୍କାଥଳି ଚୋରି ହୋଇଯାଇଛି

ସମକକ୍ଷ : ଖିସା, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍, ମୁଣା

एक प्रकार का छोटा थैला।

मेरी पैसे की थैली चोरी हो गयी।
खीसा, घूघी, झोली, थैली

A container used for carrying money and small personal items or accessories (especially by women).

She reached into her bag and found a comb.
bag, handbag, pocketbook, purse