ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଣା   ବିଶେଷ୍ୟ

ଅର୍ଥ : ଟଙ୍କା, ପଇସା ଭର୍ତ୍ତିକରି ଅଣ୍ଟାରେ ବାନ୍ଧୁଥିବା ଲମ୍ବା ଥଳି

ଉଦାହରଣ : ବେପାରୀ ଟଙ୍କା ଭର୍ତ୍ତି ଗାଞ୍ଜିଆକୁ ଅଣ୍ଟାରେ ବାନ୍ଧିଲା

ସମକକ୍ଷ : କୋଥଳି, ଗାଞ୍ଜିଆ

ଅର୍ଥ : ଗୋଟିଏ ପ୍ରକାର ଛୋଟ ଥଳି

ଉଦାହରଣ : ମୋର ଟଙ୍କାଥଳି ଚୋରି ହୋଇଯାଇଛି

ସମକକ୍ଷ : ଖିସା, ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ଥଳିଆ, ମନିପର୍ସ୍

एक प्रकार का छोटा थैला।

मेरी पैसे की थैली चोरी हो गयी।
खीसा, घूघी, झोली, थैली

A container used for carrying money and small personal items or accessories (especially by women).

She reached into her bag and found a comb.
bag, handbag, pocketbook, purse