ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବ   ବିଶେଷ୍ୟ

ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ

ଉଦାହରଣ : ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି

ସମକକ୍ଷ : ଜନ୍ତୁ, ପଶୁ, ପ୍ରାଣୀ

वह जीवधारी जिसमें स्वैच्छिक गति होती है।

पृथ्वी पर अनेकों प्रकार के जन्तु पाये जाते हैं।
जंतु, जगन्नु, जन्तु, जानदार, जानवर, जीव, जीवधारी, त्रिशोक, प्राणी

A living organism characterized by voluntary movement.

animal, animate being, beast, brute, creature, fauna

ଅର୍ଥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି

ଉଦାହରଣ : ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି

ସମକକ୍ଷ : ପ୍ରାଣୀ, ସଜୀବ

A living thing that has (or can develop) the ability to act or function independently.

being, organism

ଅର୍ଥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର

ଉଦାହରଣ : ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି

ସମକକ୍ଷ : ଜନ୍ତୁ, ପ୍ରାଣୀ

एक विशेष अवधि या क्षेत्र के सभी जीवित जंतु समुदाय।

वह भारत के जंतुओं का अध्ययन कर रहा है।
जंतु, जंतु वर्ग, जन्तु, जन्तु वर्ग, प्राणी, प्राणी वर्ग

All the animal life in a particular region or period.

The fauna of China.
The zoology of the Pliocene epoch.
fauna, zoology

ଅର୍ଥ : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି

ଉଦାହରଣ : ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ

ସମକକ୍ଷ : ଜୀବନ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି

प्राणियों की वह चेतन शक्ति जिससे वे जीवित रहते हैं।

शरीर से प्राण का बहिर्गमन ही मृत्यु है।
आत्मा, उक्थ, चेतना, चैतन्य, जाँ, जान, जीव, जीवड़ा, जीवथ, जीवन-शक्ति, जीवात्मा, दम, धातृ, नफ़स, नफ़्स, पुंगल, प्राण, सत्त्व, सत्व, स्पिरिट

The vital principle or animating force within living things.

spirit

ଜୀବ   ବିଶେଷଣ

ଅର୍ଥ : ଜୀବିତ ପ୍ରାଣୀଙ୍କସହିତ ସମ୍ବନ୍ଧିତ

ଉଦାହରଣ : ସେ ଜୀବ ବିଜ୍ଞାନ ଅଧ୍ୟୟନ କରୁଛି

ସମକକ୍ଷ : ଜାନ୍ତବ

जीवित प्राणियों से संबंधित।

शरीर द्वारा जांतव प्रोटीन का अवशोषण पूरी तरह से होता है।
जांतव, जान्तव