ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାଣୀ   ବିଶେଷ୍ୟ

ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ

ଉଦାହରଣ : ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି

ସମକକ୍ଷ : ଜନ୍ତୁ, ଜୀବ, ପଶୁ

वह जीवधारी जिसमें स्वैच्छिक गति होती है।

पृथ्वी पर अनेकों प्रकार के जन्तु पाये जाते हैं।
जंतु, जगन्नु, जन्तु, जानदार, जानवर, जीव, जीवधारी, त्रिशोक, प्राणी

A living organism characterized by voluntary movement.

animal, animate being, beast, brute, creature, fauna

ଅର୍ଥ : ପେଟେଇ ଚାଲୁଥିବା ଅମେରୁଦଣ୍ଡୀ ପ୍ରାଣୀ

ଉଦାହରଣ : ସାପ, ଝିଟିପିଟି, କଇଁଚଆଦି ସରୀସୃପ ପ୍ରାଣୀ

ସମକକ୍ଷ : ଜୀବଜନ୍ତୁ, ସରୀସୃପ

रेंगकर चलने वाला असमतापी कशेरुकी।

साँप, छिपकली, कछुआ आदि सरीसृप जीव हैं।
सरीसृप, सरीसृप जन्तु, सरीसृप जीव

ଅର୍ଥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି

ଉଦାହରଣ : ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି

ସମକକ୍ଷ : ଜୀବ, ସଜୀବ

A living thing that has (or can develop) the ability to act or function independently.

being, organism

ଅର୍ଥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର

ଉଦାହରଣ : ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି

ସମକକ୍ଷ : ଜନ୍ତୁ, ଜୀବ

एक विशेष अवधि या क्षेत्र के सभी जीवित जंतु समुदाय।

वह भारत के जंतुओं का अध्ययन कर रहा है।
जंतु, जंतु वर्ग, जन्तु, जन्तु वर्ग, प्राणी, प्राणी वर्ग

All the animal life in a particular region or period.

The fauna of China.
The zoology of the Pliocene epoch.
fauna, zoology