ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଶୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଶୁ   ବିଶେଷ୍ୟ

ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ

ଉଦାହରଣ : ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି

ସମକକ୍ଷ : ଜନ୍ତୁ, ଜୀବ, ପ୍ରାଣୀ

वह जीवधारी जिसमें स्वैच्छिक गति होती है।

पृथ्वी पर अनेकों प्रकार के जन्तु पाये जाते हैं।
जंतु, जगन्नु, जन्तु, जानदार, जानवर, जीव, जीवधारी, त्रिशोक, प्राणी

A living organism characterized by voluntary movement.

animal, animate being, beast, brute, creature, fauna

ଅର୍ଥ : ଚାରିଟି ପାଦ ଓ ଲାଞ୍ଜଥିବା ଜନ୍ତୁ

ଉଦାହରଣ : ଗାଈ ଗୋଟିଏ ପାଳିତ ପଶୁ

ସମକକ୍ଷ : ଚତୁଷ୍ପଦୀ, ଜନ୍ତୁ

चार पैरों से चलने वाला दुमदार जंतु।

गाय एक पालतू पशु है।
कीलाल, चौआ, चौपाया, जानवर, पशु, हैवान

An animal especially a mammal having four limbs specialized for walking.

quadruped