ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବନ   ବିଶେଷ୍ୟ

ଅର୍ଥ : ଜୀବିତ ରହିବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଆଶା ରହିଛି

जीवित रहने की अवस्था या भाव।

जब तक जीवन है तब तक आशा है।
ज़िंदगानी, ज़िंदगी, ज़िन्दगानी, ज़िन्दगी, जिंदगानी, जिंदगी, जिन्दगानी, जिन्दगी, जीना, जीवन, हयात

The condition of living or the state of being alive.

While there's life there's hope.
Life depends on many chemical and physical processes.
aliveness, animation, life, living

ଅର୍ଥ : ଜୀବନ ନିର୍ବାହ କରିବାର ବିଶେଷ ଶୈଳୀ

ଉଦାହରଣ : ନିର୍ବାଚନ ଆସିଲେ ନେତାମାନେ ନିଜନିଜ ରାଜନୈତିକ ଜୀବନରେ ସକ୍ରିୟ ହୋଇଯାନ୍ତି

जीवन जीने का विशेष ढंग।

चुनाव आते ही नेता अपने राजनैतिक जीवन में सक्रिय हो जाते हैं।
ज़िंदगानी, ज़िंदगी, ज़िन्दगानी, ज़िन्दगी, जिंदगानी, जिंदगी, जिन्दगानी, जिन्दगी, जीवन

A characteristic state or mode of living.

Social life.
City life.
Real life.
life

ଅର୍ଥ : ଜୀବିତ ରହିବାପାଇଁ ବାୟୁ, ଜଳ ଆଦି ଉପଲବ୍ଧି ହେଉଥିବା ଆବଶ୍ୟକ ପରିସ୍ଥିତି

ଉଦାହରଣ : ବୈଜ୍ଞାନିକମାନଙ୍କ ମତାନୁସାରେ ଚନ୍ଦ୍ରରେ ଜୀବନସତ୍ତା ନାହିଁ

ସମକକ୍ଷ : ଜୀବନସତ୍ତା

जीवित रहने के लिए वह आवश्यक परिस्थिति जिसमें हवा, पानी आदि की उपलब्धता हो।

वैज्ञानिकों के अनुसार चन्द्रमा पर जीवन नहीं है।
जीवन

The organic phenomenon that distinguishes living organisms from nonliving ones.

There is no life on the moon.
life

ଅର୍ଥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

ଉଦାହରଣ : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

ସମକକ୍ଷ : ଅନିଳ, ପବନ, ପ୍ରାଣ, ବାୟୁ, ମରୁତ, ସମୀର

ଅର୍ଥ : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି

ଉଦାହରଣ : ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ

ସମକକ୍ଷ : ଜୀବ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି

प्राणियों की वह चेतन शक्ति जिससे वे जीवित रहते हैं।

शरीर से प्राण का बहिर्गमन ही मृत्यु है।
आत्मा, उक्थ, चेतना, चैतन्य, जाँ, जान, जीव, जीवड़ा, जीवथ, जीवन-शक्ति, जीवात्मा, दम, धातृ, नफ़स, नफ़्स, पुंगल, प्राण, सत्त्व, सत्व, स्पिरिट

The vital principle or animating force within living things.

spirit

ଅର୍ଥ : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ

ଉଦାହରଣ : ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା

ସମକକ୍ଷ : ଆୟୁ, ଆୟୁ କାଳ, ଇହକାଳ, ଜୀବନକାଳ, ବୟସ

जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।

मनुष्य की औसत आयु साठ से सत्तर वर्ष के बीच होती है।
उनका जीवन दूसरों की भलाई करने में ही बीता।
आइ, आई, आउ, आयु, आयु काल, इह-काल, इहकाल, उमर, उम्र, ज़िंदगानी, ज़िंदगी, ज़िन्दगानी, ज़िन्दगी, जिंदगानी, जिंदगी, जिन्दगानी, जिन्दगी, जीवन, जीवन काल, जीवनकाल

A time of life (usually defined in years) at which some particular qualification or power arises.

She was now of school age.
Tall for his eld.
age, eld

ଅର୍ଥ : ଜୀବିତ ପ୍ରାଣୀ

ଉଦାହରଣ : ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା

ସମକକ୍ଷ : ପ୍ରାଣ

जीवित प्राणी।

तैराकों की वजह से बाढ़ में डूब रही कई जानें बच गईं।
ज़िंदगी, ज़िन्दगी, जान, जिंदगी, जिन्दगी, जीवन

Living things collectively.

The oceans are teeming with life.
life