ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
ଉଦାହରଣ : ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
ସମକକ୍ଷ : ଜୀବ, ପଶୁ, ପ୍ରାଣୀ
वह जीवधारी जिसमें स्वैच्छिक गति होती है।
A living organism characterized by voluntary movement.
ଅର୍ଥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
ଉଦାହରଣ : ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
ସମକକ୍ଷ : ଜୀବ, ପ୍ରାଣୀ
एक विशेष अवधि या क्षेत्र के सभी जीवित जंतु समुदाय।
All the animal life in a particular region or period.
ଅର୍ଥ : ଚାରିଟି ପାଦ ଓ ଲାଞ୍ଜଥିବା ଜନ୍ତୁ
ଉଦାହରଣ : ଗାଈ ଗୋଟିଏ ପାଳିତ ପଶୁ
ସମକକ୍ଷ : ଚତୁଷ୍ପଦୀ, ପଶୁ
चार पैरों से चलने वाला दुमदार जंतु।
An animal especially a mammal having four limbs specialized for walking.
ସଂସ୍ଥାପନ କରନ୍ତୁ