ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଜୀବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଜୀବ   ବିଶେଷ୍ୟ

ଅର୍ଥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି

ଉଦାହରଣ : ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି

ସମକକ୍ଷ : ଜୀବ, ପ୍ରାଣୀ

A living thing that has (or can develop) the ability to act or function independently.

being, organism

ଅର୍ଥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି

ଉଦାହରଣ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି

ସମକକ୍ଷ : ଚେତନ, ଜୀବନ୍ତ, ଜୀବିତ, ପ୍ରାଣବନ୍ତ

वह प्राणी जो मरा न हो या जिसमें प्राण हो।

जीवितों पर संस्मरण लिखना साहस का काम है।
चेतन, ज़िंदा, जानदार, जिंदा, जिन्दा, जीवंत, जीवन्त, जीवित, प्राणवंत, प्राणवान

People who are still living.

Save your pity for the living.
living

ସଜୀବ   ବିଶେଷଣ

ଅର୍ଥ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି

ଉଦାହରଣ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ

ସମକକ୍ଷ : ଜୀବିତ

जीता हुआ या जिसमें प्राण हो।

जीवित प्राणियों में आंतरिक वृद्धि होती है।
अमृत, चेतन, ज़िंदा, जानदार, जिंदा, जिन्दा, जीवंत, जीवधारी, जीवन्त, जीवित, तनुधारी, प्राणवंत, प्राणवान, प्राणिक, सजीव

Possessing life.

The happiest person alive.
The nerve is alive.
Doctors are working hard to keep him alive.
Burned alive.
A live canary.
alive, live