ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକଟିବା   ବିଶେଷ୍ୟ

ଅର୍ଥ : ପାଣି ମିଶାଇ ହାତରେ ଦଳିବା ବା ମନ୍ଥିବା କାମ

ଉଦାହରଣ : ମାଆ ଅଟା ଦଳିବା ଛାଡି ଦୁଆର ଖୋଲିବାକୁ ଗଲେ

ସମକକ୍ଷ : ଦଳିବା

पानी मिलाकर हाथों से दबाने या मलने की क्रिया।

माँ आटा गुथाई छोड़कर दरवाजा खोलने लपकी।
गुंधाई, गुथाई, गूँथन, गूँधन, गूथन

ଚକଟିବା   କ୍ରିୟାପଦ

ଅର୍ଥ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ

ଉଦାହରଣ : ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି

ସମକକ୍ଷ : ଦଳିବା

किसी ठोस वस्तु को हाथ या किसी वस्तु से बार-बार इस प्रकार दबाना कि वह छोटे-छोटे टुकड़ों में बँट जाए।

टिक्की बनाने के लिए ललिता पके हुए आलुओं को मसल रही है।
मलना, मसकना, मसलना, मींजना

Grind, mash or pulverize in a mortar.

Pestle the garlic.
pestle

ଅର୍ଥ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା

ଉଦାହରଣ : ଭାଉଜ ଅଟା ଚକଟୁଛନ୍ତି

ସମକକ୍ଷ : ଦଳିବା, ମର୍ଦ୍ଦନକରିବା

पानी मिलाकर हाथों से दबाना या मलना।

भाभी आटा माँड़ रही है।
गूँथना, गूँधना, गूंथना, गूंधना, गूथना, माँड़ना, मांड़ना, सानना

Make uniform.

Knead dough.
Work the clay until it is soft.
knead, work

ଅର୍ଥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ

ଉଦାହରଣ : ସେ ସାପର ମୁଣ୍ଡକୁ ଦଳୁଛି

ସମକକ୍ଷ : ଛେଚିବା, ଦଳିବା, ମର୍ଦ୍ଦନ କରିବା

बार-बार ऐसा दाब डालना कि दाब के नीचे की वस्तु विकृत हो जाय।

वह साँप की मुंडी को कुचल रहा है।
कुचलना, कूचना, पीसना

To compress with violence, out of natural shape or condition.

Crush an aluminum can.
Squeeze a lemon.
crush, mash, squash, squeeze, squelch